ଗୋଟିଏ ନୁହେଁ କି ଦୁଇଟି ଜଣେ ବ୍ୟକ୍ତି ନେଇଛନ୍ତି କୋଭିଡ୍ ଟିକାର ୧୧ ଟି ଡୋଜ୍ । ପୁଣି ୮୪ ବର୍ଷ ବୟସରେ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ବେଶିଦିନ ଲୁଚି ରହିଲା ନାହିଁ ତାଙ୍କର ଏହି ଚାଲବାଜି । ଏବେ ଏହାର ସତ୍ୟାସତ୍ୟ ତଦନ୍ତ କରୁଛି ପ୍ରଶାସନ ।
#Bihar #Oldman #vaccinations #11doses #investigating #arrested #ArgusNews