#ବଢିଲା_ଚୀନର_ମୁସକିଲ
ତ୍ରିଂକୋମାଳି ତୈଳ ଟ୍ୟାଙ୍କ ଫାର୍ମରେ ଭାରତର ଅଂଶକୁ ସରକାରୀ ଭାବେ ଅନୁମୋଦନ ଦେଲା ଚୀନ । ଋଣ ଜାଲରେ ଫସାଇ ଚୀନ ଏହା ଉପରେ ଦୀର୍ଘ ବର୍ଷ ହେଲା ରଖିଥିଲା ନଜର । ହେଲେ ଶ୍ରୀଲଙ୍କା ଚୀନକୁ ଦେଲା ଝଟକା ।
#China #SriLanka #Trincomaleeoiltanker #approves #diplomatic #organicfertilizers #implement #ArgusNews