ସାରା ଦୁନିଆରେ ଲୋକେ ଚାକିରି ଛାଡୁଛନ୍ତି । ବିଶ୍ବରେ ଚାକିରିଆଙ୍କ ସଂଖ୍ୟା 350 କୋଟି । ସେଥିରୁ ୪୦ ପ୍ରତିଶତ ଅର୍ଥାତ୍ ୧୪୦ କୋଟି କର୍ମଚାରୀ ସେମାନଙ୍କ ଚାକିରୀରେ ସନ୍ତୁଷ୍ଟ ନାହାନ୍ତି । ବିକଳ୍ପ ଖୋଜୁଛନ୍ତି କମ୍ପାନୀ ଚାକିରିଆ
#Worldunemployment #Job #Employment #Company #NationalNews #Odisha #ArgusNews