୬ଷ୍ଠ ପାସ୍ କରିଥିବା ମହିଳା କଲିକତାରେ ମାଷ୍ଟର ଚାକିରି ପାଇଛନ୍ତି । ପିଲାଙ୍କୁ ପାଠ ପଢାଉଛନ୍ତି ! ଏଇଥିରୁ ଆପଣ ଚିନ୍ତା କରିପାରୁଥିବେ ଯେ, ଦୁର୍ନିତି କେଉଁ ସ୍ତରରେ ହୋଇଛି । ରାଜ୍ୟରେ ବରିଷ୍ଠ ମନ୍ତ୍ରୀ ପଇସା ଖାଇ ଏମିତି ଅନେକ ଅଯୋଗ୍ୟଙ୍କୁ ଚାକିରି ଦେଇ ଏବେ ଅଡୁଆରେ ।
#WestBengal #ED #Raid #ParthaChatterjee #teacherjob #Odisha #ArgusNews