#ଏବେ_ଚିନ୍ତା_ବଢ଼ାଇଛି_ଦେଶରେ_ଶିଶୁ_କିଶୋରଙ୍କ_ଆତ୍ମହତ୍ୟା_ହାର
ଏନସିଆରବି ଦ୍ବାରା ୨୦୧୭ରୁ ୨୦୧୯ ମଧ୍ୟରେ ଆତ୍ମହତ୍ୟା କରିଥିବା ଶିଶୁକିଶୋରଙ୍କ ତଥ୍ୟ ପ୍ରକାଶ । ଏହି ସମୟ ମଧ୍ୟରେ କେବଳ ପରୀକ୍ଷାରେ ଅସଫଳ ହେବାରୁ ଜୀବନ ହାରିଛନ୍ତି ୪ ହଜାର ୪୬ ଜଣ । ପ୍ରେମରେ ବିଫଳତା ଏବଂ ଡ୍ରଗ୍ସ ମଧ୍ୟ ପାଲଟୁଛି ଆତ୍ମହତ୍ୟାର ଅନ୍ୟତମ କାରଣ । ଶିକ୍ଷାରେ ଜୀବନ ଦକ୍ଷତାର ବିକାଶ ଓ ମାନସିକ ସ୍ବାସ୍ଥ୍ୟକୁ ସାମିଲ ପାଇଁ ଶିଶୁ ଅଧିକାର କର୍ମୀଙ୍କ ପରାମର୍ଶ ।
#ArgusNews #ArgusNewsTV #National #SuicideCase #Teenagers #ChildRightsActivists