ପାକିସ୍ତାନକୁ ଠକିଲା ଚୀନ । ପାକିସ୍ତାନର 11 ହଜାର ଛାତ୍ରଙ୍କୁ ଚୀନ ତା କଲେଜକୁ ଫେରିବାକୁ ଦେଉନି ।ପିଲାଙ୍କୁ ପାକିସ୍ତାନୀ ମନ୍ତ୍ରୀ କହୁଛନ୍ତି, ଆମେ କିଛି କରିପାରିବୁନି, ଚୀନ ଆଗରେ ଆମେ ଲାଚାର । ଚୀନର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢୁଥିବା ପାକିସ୍ତାନୀ ଛାତ୍ର ଛାତ୍ରୀ ମାନଙ୍କ ସହ ଚୀନ ବଡ ଠକାମୀ କରିଛି । ପାକିସ୍ତାନୀ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ ।
#China #Pakistan #Pakistanistudents #return #darkfuture #protests #ArgusNews