ଭାରତ ସହ ଶାନ୍ତି କଥାବାର୍ତ୍ତା ଚଳେଇ ଧୋକା ଦେଉଛି ଚୀନ୍ । ଏଲଏସିରେ ନିର୍ମାଣ କରୁଛି ନୂଆ ସେନା ଶିବିର। ତିଆରି କରୁଛି ନୂଆ ଏୟାର ବେସ୍ । କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତ ଭାର ।ମୁତୟନ କରିବ ଏସ୍-୪୦୦ ସ୍କ୍ବାର୍ଡନ୍ ମିଜାଇଲ ସିଷ୍ଟମ୍ ।
#China #LAC #MissileSystem #AirBase #cheating #National #ArgusNews