ଚୀନର ସାଂଘାତିକ ଯୋଜନା: ମରୁଭୂମିରେ ୧୦୦ ମିଜାଇଲ୍ ବଙ୍କର୍
ସାଟେଲାଇଟ୍ ଚିତ୍ର ପଦାରେ ପକାଇଛି ବିସ୍ତାରବାଦୀ ଚୀନ୍ର ସାଂଘାତିକ ଯୋଜନା । ନିଜର ଆଣବିକ କ୍ଷମତା ବଢ଼ାଇବାକୁ ଯାଇ ଯାହା କରୁଛି ତାହା ପାଲଟିଛି ସାରା ବିଶ୍ବ ପାଇଁ ଚିନ୍ତାର କାରଣ ।ସାଟେଲାଇଟ୍ ଚିତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗାନ୍ସୁ ପ୍ରଦେଶରେ ଥିବା ଏକ ମରୁଭୂମିର ମାଟିତଳେ ତିଆରି କରିଛି ୧୧୯ ଟି ମିଜାଇଲ୍ ବଙ୍କର ।
#ArgusNews #NatioanNews #China #ChinaBuildMissileBunker #ChinaBuildMissileDesert