#ଚୀନର_ହରକତ_ଉପରେ_ଆମେରିକାର_ଜବାବ
#ଆମେରିକା_ଦୁଇଟି_ଯୁଦ୍ଧ_ଜାହାଜ_ତାଇୱାନରେ_କଲା_ମୁତୟନ
ତାଇୱାନକୁ ଲଗାତାର ଧମକ ଦେବା ସହ ସୈନ୍ୟ କାର୍ଯାନୁଷ୍ଠାନ ଜରିଆରେ ଚାପ ପ୍ରୟୋଗ କରୁଥିବା ଚୀନକୁ ଆମେରିକା କଡା ଜବାବ ଦେଇଛି । ଆମେରିକୀୟ ନୌସାନ ନିଜର ଦୁଇଟି ଅତ୍ୟନ୍ତ ବିପଜ୍ଜନକ ଓ ହାଇଲି ଆଡଭାନ୍ସଡ ଯୁଦ୍ଧ ଜାହାଜକୁ ତାଇୱାନ ନିକଟରେ ମୁତନ କରି ଦେଇଛି । ଆମେରିକୀୟ ସଂସଦର ସ୍ପିକର ନ୍ୟାନ୍ସି ପଲୋସୀଙ୍କ ତାଇୱାନ ଗସ୍ତ ପରେ ହିଁ ଚୀନ ତାଇୱାନ ଉପରେ ଲଗାତାର ଚାପ ସୃଷ୍ଟି କରିବା ଦିଗରେ କାମ କରୁଛି ।
#america #taiwan #war #chaina #ArgusNews