ଚୀନ ସୀମାରେ ସଡକ ଭିତିଭୂମିକୁ ଦୃଢ କରିବାକୁ ଭାରତ ସରକାରଙ୍କ ପ୍ରୟାସକୁ ସୁପ୍ରୀମକୋର୍ଟରେ ପରିବେଶ ଆଳରେ ବିରୋଧ କରୁଥିବା ଲବିକୁ ଝଟକା ଲାଗିଛି । ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଚାରି ଧାମ ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛନ୍ତି
#chinaborder #roadwork #indiaborder #charidhamproject #Supremcourt #ArgusNews