#ଛତିଶଗଡରେ_ବଢିବାରେ_ଲାଗିଛି_ଧର୍ମାନ୍ତରୀକରଣ
ଗୋଟିଏ ଗାଁରେ ୨୫ ଜଣ ପରିବାରର ଧର୍ମାନ୍ତରୀକରଣ ପରେ ବଢିଲା ଉତେଜନା । ଭୂପେଶ ବଘେଲ ସରକାର ଧର୍ମାନ୍ତରୀକରଣକୁ ରୋକିବାକୁ ନେଉ ନାହାନ୍ତି ପଦକ୍ଷେପ । ଓଲଟା ଧର୍ମାନ୍ତରୀକରଣ ରୋକିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ପୂରାଉଛି ଜେଲରେ । ଧର୍ମାନ୍ତରୀକଣ କାରଣରୁ ଜନଜାତି ସଂସ୍କୃତି ବିପଦରେ ।
#ReligionConversion #conversion #Chhattisgarh #Culture #BhupeshBaghel #ArgusNews