ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଜୀବନ ସେ ଦେଇଛନ୍ତି, ସେ ହିଁ ଚାହିଁଲେ ମୃତ୍ୟୁ ଆସିବ । ଏଭଳି ଏକ ଭିଡିଓ ଆଜି ଆମର ହସ୍ତଗତ ହୋଇଛି, ଯାହାକୁ ଦେଖିଲେ ଆପଣ ଡରିଯିବେ । କୁହାଯାଏ ଜୀବନ ମରଣ ସବୁ ତାଙ୍କ ହାତରେ । ଚଳନ୍ତା ଟ୍ରେନ ତଳେ ରହିଗଲେ ଜଣେ ମହିଳା। ଉପସ୍ଥିତ ବୁଦ୍ଧି ହିଁ ବଞ୍ଚାଇ ଦେଲା ତାଙ୍କ ଜୀବନ । ଏହି ଭିଡିଓଟି ଏବେ ଭାଇରାଲ ହେଉଛି ।
#viralvideo #train #railwaytrack #womens #ArgusNews