ଛାତ ଉପରେ କଳା ଅଙ୍ଗୁର ଫଳାଇ ଚର୍ଚ୍ଚାରେ ଚାଷୀ । ଫଳେଇ ପାରିବେ ପେନ୍ଥା ପେନ୍ଥା ଅଙ୍ଗୁର । ଏହା କରି ଦେଖାଇଛନ୍ତି ମହାରାଷ୍ଟ୍ର ପୁନେର ଜଣେ କୃଷକ । ଘରର ଛାତ ଉପରେ ଏକ ବିଶଷ ପ୍ରଜାତିର କଳା ଅଙ୍ଗୁର ଚାଷ କରି ରହିଛନ୍ତି ଚର୍ଚ୍ଚାରେ ।
#roof #Blackgrapes #Farmer #Pune #Maharashtra #Odisha #ArgusNews