#କଥା_ହେଲା_ଏବେ_କାମକୁ_ଅପେକ୍ଷା
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ବୈଠକରେ ମୁଖ୍ୟତ ଜଳ ସମ୍ପଦ, ସୀମା ପ୍ରସଙ୍ଗ, ଶକ୍ତି ଏବଂ ମାଓବାଦୀ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
#andhrapradesh #chiefminister YS Jagan Mohan Reddy CMO Odisha Naveen Patnaik #meeting #Odisha #ArgusNews