#ଜର୍ସି_ପିନ୍ଧିଲା_ପରେ_ଜର_ଛାଡିଗଲା
#ରାତିରେ_ଚମକିଲେ_ସୂର୍ଯ୍ୟକୁମାର
ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ ବିସ୍ଫୋରକ ଇନିଂସ ଖେଳି ଭାରତକୁ ସିରିଜ ବିଜୟ ଭେଟି ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ । ମାତ୍ର ୩୬ ବଲରୁ ବିସ୍ଫୋରକ ୬୯ ରନ୍ କରିଥିଲେ ସୂର୍ଯକୁମାର । ଯେଉଁଥିରେ ଥିଲା ୫ଟି ଛକା ଓ ୫ଟି ଚୌକା ।
#indiancricketer #suryakumar #yadavbatsman #ArgusNews