ଜଲ୍ ଜୀବନ ମିଶନ ଆପ୍ ଓ ରାଷ୍ଟ୍ରୀୟ ଜଳ ଜୀବନ କୋଷର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆପ୍ ଜରିଆରେ ଗୋଟିଏ ସ୍ଥାନରେ ଅଭିଯାନ ସହ ଜଡ଼ିତ ସମସ୍ତ ସୂଚନା ମିଳିପାରିବ । ମିଶନର 2 ବର୍ଷ ପୂର୍ତ୍ତି ଅବସରରେ ଇ ପୁସ୍ତିକା ମଧ୍ୟ ଲଞ୍ଚ କରାଯାଇଛି
#JalJibanmission Narendra Modi #Inauguration #Odisha #ArgusNews