ଜାତୀୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ସଂଶୋଧିତ ଗାଇଡ୍ ଜାରିକଲେ କେନ୍ଦ୍ର ସରକାର । ଜନସଂଖ୍ୟା ଏବଂ ଆବଶ୍ୟକତା ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ବଣ୍ଟନ କରାଯିବ ଟିକା । ଟିକା ନଷ୍ଟ ନହେବା ଉପରେ ଗୁରୁତ୍ବ । ଜୁନ୍ ୨୧ ରୁ କାର୍ଯ୍ୟକାରୀ ହେବ ସଂଶୋଧିତ ଗାଇଡ୍ ଲାଇନ୍ । ସମୟ ଅନୁସାରେ ଗାଇଡ୍ ଲାଇନର ପୁଣି ହୋଇପାରେ ସମୀକ୍ଷା ।
#ArgusNews #ArgusNewsTV #National #Vaccination #Corona #Guidelines