ଆମ ଜାତୀୟ ପତାକା ଆମ ଜାତିର ସମ୍ପତି । ଆମ ଜାତିର ଅସ୍ମିତା । କିନ୍ତୁ ଏଠି ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । ଆପଣଙ୍କ ସମ୍ମୁଖରେ ଥିବା ଭିଡିଓରେ ତିରଙ୍ଗା ଉଡୁଚି । କିନ୍ତୁ ଏହି ତିରଙ୍ଗା ମଝିରୁ ଗାୟବ ଆମ ଜାତୀୟ ଚିହ୍ନ ଅଶୋକ ଚକ୍ର । ଆଉ ଅଶୋକ ଚକ୍ର ସ୍ଥାନରେ ରହିଛି ଚନ୍ଦ୍ର ଓ ତାରକା ।
#Bihar #NationalFlag #RJD #Odisha #ArgusNews