#ଜାମ୍ମୁରେ_ବିଜେପି_ନେତାଙ୍କୁ_ଆକ୍ରମଣ !
ରଜୌରୀ ଜିଲ୍ଲାର ବିଜେପି ନେତା ଜସବୀର ସିଂହଙ୍କ ଘରେ ଗ୍ରେନେଡ଼୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଏକ ୪ ବର୍ଷର ବାଳକର ମୃତ୍ୟୁ ହେବା ସହିତ ୭ ଜଣ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି
#ArgusNews #Jammu #BJPleader #Attack #terrorist #jasbirsingh