ଜାମ୍ମୁ କାଶ୍ମୀର ବଡ଼ଗାମର ଜୋଲୱାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ସହ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ସଫା । ସେମାନଙ୍କ ନିକଟରୁ ୩ଟି AK-56 ଓ ଗୁଳିଗୋଳା ଜବତ ହୋଇଛି । ତେବେ ଏବେ ବି ସେନା ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି।
#JammuKashmir #Encounter #military #ArgusNews