ଜିମ୍ ନେଉଛି ଜୀବନ। ଜିମ୍ ଯାଇ ଅତ୍ୟଧିକ ବ୍ୟାୟାମ କରିବା ସାଜିଛି କାଳ । ଶରୀରକୁ ସୁନ୍ଦର କରିବାର ନିଶା ଏବେ ଯୁବପିଢୀଙ୍କ ଅକାଳ ବିୟୋଗର କାରଣ ପାଲଟିଛି। ହୃଦ୍ଘାତର ଶିକାର ହେଉଛନ୍ତି ଅଧିକ ଓ୍ୱାକ୍ ଆଉଟ୍ କରୁଥିବା ବ୍ୟକ୍ତିବିଶେଷ। ଅତ୍ୟଧିକ ଶାରୀରିକ ପରିଶ୍ରମ କରି ଷ୍ଟେରଏଡ୍ ନେବା କାଳ ପାଲଟିଛି ଯୁବପୀଢିଙ୍କ ପାଇଁ।
#gym #bodyfitness #heartproblem #ArgusNews