#ଜୀବନ_ଗୋଟେ_ଅଙ୍କାବଙ୍କା_ରାସ୍ତା
#ମଥା_ଉପରେ_ଜୀବନ_ଜଞ୍ଜାଳର_ବୋଝକୁ
ଏଇ ବଙ୍କା ରାସ୍ତାରେ ଶଳଖ ଭାବେ ବହିନେବାକୁ ପଡିବ । ସାଇକେଲ ପେଡାଲର ପୁନଃ ଚଳଣ ଭଳି ଜୀବନର ଗତି ସମୟ ଚକ୍ରରେ ୟୁ ଟର୍ଣ୍ଣ ମାରିବ । ତଥାପି ମନେ ରଖିବାକୁ ପଡିବ, ଯେମିତି ବାଲାନ୍ସ ବିଗିଡି ନ ଯାଏ । ଏ ଭିଡିଓଟିକୁ ବୁଝାଇବାକୁ ଆମ ପାଖରେ ଆଉ କୌଣସି ଶବ୍ଦ ନାହିଁ । ଜୀବନ ଭିତ୍ତିରେ ଦେଖିଲେ, ଯାହା ଦିଶିଲା ତାହା ହିଁ ବର୍ଣ୍ଣନା କରିନେଲୁ ।
#cycle #life #Tension #Odisha #ArgusNews