#କଳା_ଟଙ୍କା_ମାଲୁକାଣୀଙ୍କ_କାଙ୍ଗାଳ_ମା’
ଝିଅ ଘରେ କୋଟି କୋଟି ଟଙ୍କା । ହେଲେ ମା’, ଭଙ୍ଗା ଘରେ ହେଉଛି ଘାଣ୍ଟି ଚକଟି । ଝିଅ ଶୋଉଥିଲା ଆଲିଶାନ ଫ୍ଲାଟର ଏୟାର କଣ୍ଡିସନ ରୁମରେ । କିନ୍ତୁ ରୋଗିଣା ମା’ ହନ୍ତସନ୍ତ ହେଉଥିଲା ଭଙ୍ଗା ଖଟରେ । କଥାରେ କୁହନ୍ତି, ପୁଅ ଭୁଲିଯାଇ ପାରେ ବାପା ମା’ଙ୍କୁ । ହେଲେ ଝିଅଟିଏ ସବୁବେଳେ ବୁଝି ଥାଏ ନିଜ ବାପ ମା’ଙ୍କ କଥା । ଏହାକୁ ଭୁଲ ପ୍ରମାଣିତ କରି ଦେଇଛି ଏହି ଅମଣିଷ ଝିଅ ଜଣକ ।
#WestBengal #bengaliactor #ArpitaMukherjee #ED #Raid #ParthaChatterjee #Odisha #ArgusNews