ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 2024 ନିର୍ବାଚନରେ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳ ମାନଙ୍କ ପକ୍ଷରୁ ଅନେକ ପ୍ରୟାସ ଚାଲିଛି । ବିଭିନ୍ନ ବିରୋଧୀ ଦଳ ଏଥି ପାଇଁ ବୈଠକ କରୁଛନ୍ତି ଯଦ୍ୱାରା ବିରୋଧୀ ମାନଙ୍କର ଭୋଟରେ ବିଭାଜନ ଯେପରି ନ ହେବ ଓ ସେମାନେ ମୋଦିଙ୍କୁ ପରାଜିତ କରି ପାରିବେ ।
#RahulGandhi #Congress #TMC #MamataBanerjee #ArgusNews