ଟିକାକରଣରେ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କଲା ଭାରତ । ନିଜ ସଂକଳ୍ପର ସିଦ୍ଧି ପାଇଁ ପରିଶ୍ରମ, ପରାକାଷ୍ଠା ଆମକୁ ଦେଇଛି ସଫଳତା । ଏହା କେବଳ ସମସ୍ତଙ୍କ ସହଯୋଗ ପାଇଁ ହୋଇପାରିଛି । ସାରା ଦୁନିଆରେ ଭାରତର ଟିକାକରଣକୁ ନେଇ ପ୍ରଶଂସା ବୋଲି କହିଲେ ପ୍ରଧାନମନ୍ତ୍ରୀ ।
#100CroreVaccination #COVID19 #coronavaccine Narendra Modi #ArgusNews