କଣ ଭାରତ ମହାମାରୀ ସହ ଲଢିପାରିବ ତ ? ସମସ୍ତେ ଭାବୁଥିଲେ ଭାରତ ଭଳି ଲୋକତନ୍ତ୍ରରେ କରୋନା ସହ ଲଢେଇ ମୁସ୍କିଲ ହେବ । ଏହିଭଳି ଭାରତ ଉପରେ ବହୁ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଆଜି ଏହି 100 କୋଟିର ଟିକାକରଣ ସବୁ ପ୍ରଶ୍ନର ଉତ୍ତର ଦେଇଛି ।
#100CroreVaccination #COVID19 #coronavaccine Narendra Modi #ArgusNews