କୋଭିଡ୍ ଟିକା ନେଲେ ସବୁଠୁଁ ବୟସ୍କ ଯୋଗଗୁରୁ । ଅନ୍ୟର ସାହାଯ୍ୟ ବିନା ଏକୁଟିଆ ପହଁଚିଲେ ଟିକାଦାନ କେନ୍ଦ୍ରରେ । ୮ ଅଗଷ୍ଟ,୧୮୯୬ ରେ ଜନ୍ମ ନେଇଥିଲେ ଯୋଗଗୁରୁ ସ୍ବାମୀ ଶିବାନନ୍ଦ । ଏଯାଏ ଟିକା ନେଇଥିବା ଭାରତୀୟଙ୍କ ମଧ୍ୟରେ ସବୁଠୁଁ ବୟସ୍କ ।
#ArgusNews #ArgusNewsTv #National #Corona_Vaccine #Oldman