ଗୁଗୁଲ ପକ୍ଷରୁ ନିଜ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏପରି କୁହାଜାଇଛି । ନିଜ କର୍ମଚାରୀଙ୍କୁ ତୁରନ୍ତ ଟିକା ନେବାକୁ ଡେଡଲାଇନ ଜଣାଇ ଦେଇଛି ସଂସ୍ଥା । ଧାର୍ଯ୍ୟ ସମୟ ମଧ୍ୟରେ ଟିକା ନନେଲେ ଚାକିରି ହରାଇବାକୁ ପଡ଼ିବ ବୋଲି ଗୁଗୁଲ ପକ୍ଷରୁ ଚେତାବାନୀ ଦିଆଯାଇଛି
#google #vaccination #covid19 #googleemployee #ArgusNews