ଟିଭି ଦେଖିବା ଲାଗି ସେଟ୍-ଟପ୍-ବକ୍ସ କିଣିବାକୁ ପଡ଼ିବନି। ଟିଭିରେ ଥିବା ଟ୍ୟୁନର ଜରିଆରେ ଚ୍ୟାନେଲ ହାସଲ କରାଯାଇପାରିବ। ଟ୍ୟୁନର ସୁବିଧା ଥିବା ଟିଭି ନିର୍ମାଣ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ସୂଚନା ଓ ପ୍ରସାରଣ। ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।
#tv #setupbox #freetoair #ArgusNews