#ଟି_ଟ୍ବେଣ୍ଟି_ଅଧିନାୟକ_ପଦ_ଛାଡିବେ_ବିରାଟ_କୋହଲି
ଟିମ ଇଣ୍ଡିଆର ଅଧିନାୟକ ବିରାଟ ଟି-୨୦ର ଅଧିନାୟକ ପଦରୁ ହଟିବା ନେଇ ନିଷ୍ପତ୍ତି ନେଇଛନ୍ତି । ଟ୍ବିଟର ପୋଷ୍ଟ କରି ଏହି ସୂଟନା ଦେଇଛନ୍ତି । ଆଗାମୀ ଟି-୨୦ ବିଶ୍ବ କପ ପରେ ସେ ଅଧିନାୟକ ପଦ ଛାଡିବେ ।
#indiana #cricketteam #bcci #T20 #captain Virat Kohli #regine #t20worldcup #Odisha #ArgusNews