#ଟେରର୍_ଫଣ୍ଡିଂ_ଉପରେ_NIAର_ବଡ଼_ଆକ୍ସନ !
NIA ଟାର୍ଗେଟରେ ଟେରର ଫଣ୍ଡିଂ । କଶ୍ମୀରରକୁ ଅଶାନ୍ତ କରୁଥିବା ସଂସ୍ଥା ଉପରେ ଆକ୍ସନ । 14 ଜିଲ୍ଲାର 50 ଜିଲ୍ଲାରେ 150ରୁ ଅଧିକ ଅଧିକାରୀଙ୍କ ରେଡ୍ । ଚଢ଼ାଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଡିଜିଟାଲ ଏଭିଡେନ୍ସ ହାତରେ ଲାଗିଛି
#ArgusNews #NIA #TerrorFunding #Raid #NationalNews