ଦିଲ୍ଲୀ ହାଇକୋର୍ଟରେ ଜଣେ ମୁସଲମାନ ମହିଳା ତଲାକ ଉଲ ସୁନ୍ନତ ପ୍ରଥାକୁ ସମାପ୍ତ କରିବାକୁ ଆବେଦନ କରିଛନ୍ତି । ଏହି ମାମଲାର ଶୁଣାଣୀ କରି ହାଇକୋର୍ଟ କେନ୍ଦ୍ର ସରକାର ୮ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନୋଟିସ ଜାରୀ କରିଛନ୍ତି ।
#Muslimwomen #Talak #circumcision #DelhiHighCourt #petition #National #ArgusNews