ପାଦ୍ରୀ ବିଜିନ୍ଦର ଓ ରାକ୍ଷୀ ସାୱନ୍ତଙ୍କ ଦୋସ୍ତି, ବଲାଙ୍ଗିରରେ କରିବେ ସଭା । ମିଛ ପ୍ରଚାର, ସତ ଧର୍ମ ପରିବର୍ତ୍ତନ ଷଡଯନ୍ତ୍ର !
ରୋଗ ଭଲ କରିଦେବେ କହି କୋଟି କୋଟି ଟଙ୍କା ଇନକମ୍ କରୁଛନ୍ତି ବଜିନ୍ଦର। ବଜିନ୍ଦରଙ୍କ ନାଁରେ ଜଣେ ଯୁବତୀ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ତାଙ୍କ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ବଲାଙ୍ଗିର ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଦାବି କଲା ଏସସି-ଏସଟି ଫୋରମ୍ ।