ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲ୍ । କ୍ୟାପଟେନ୍ ଅଭିନନ୍ଦନଙ୍କୁ ମିଳିଲା ବୀର ଚକ୍ର ସମ୍ମାନ । ପାକିସ୍ତାନର F-16 ନଷ୍ଟ କରିଥିବାରୁ ଦିଆଯାଇଛି ସମ୍ମାନ । ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର F-16 ନଷ୍ଟ କରିଥିବାରୁ ତାଙ୍କୁ ଏ ସମ୍ମାନ ଦିଆଯାଇଛି
#DilipKumarPatnaik #AirMarshal #CaptainAbhinandan #BirChakraaward #AtiVishishtSevaMedal #ArgusNews