#ଡାକ୍ତର_କାଦମ୍ବିନୀ_ଗାଙ୍ଗୁଲି
ଦଷିଣ ଏସିଆ ତଥା ଭାରତରେ ପାଶ୍ଚାତ୍ୟ ଔଷଧରେ ତାଲିମ ନେଇଥିବା ପ୍ରଥମ ମହିଳା ଡାକ୍ତର । ନିଜର ସାରା ଜୀବନ ରୋଗୀ ସେବାରେ ଉତ୍ସର୍ଗ କରିଥିଲେ ଡାକ୍ତର କାଦମ୍ବିନୀ । କେବଳ ରୋଗୀ ସେବା ନୁହେଁ ମହିଳାମାନଙ୍କର ଉନ୍ନତି ଏବଂ ମହିଳା ଶିକ୍ଷା ପାଇଁ ତାଙ୍କର ଅବଦାନ ମଧ୍ୟ ଅତୁଳନୀୟ ।
#SouthAsia #dr #KadambiniGanguly #Odisha #ArgusNews