ପାକିସ୍ତାନରେ ଥାଇ ୫ ଡିଆରଡିଓ କର୍ମଚାରୀଙ୍କୁ ଟ୍ରାପ କରିଥିଲେ ରହସ୍ୟମୟୀ । ଡିଆରଡିଓ ତଥ୍ୟ ଲିକ ମାମଲାରେ ଏଭଳି କିଛି ରୋଚକ ତଥ୍ୟ ଏବେ ସାମ୍ନାକୁ ଆସିଛି । ରହସ୍ୟମୟୀ ଯୁବତୀ ବ୍ୟବହାର କରୁଥିବା ସାତୋଟି ଫେସବୁକ ଆକାଉଣ୍ଟରୁ ୪ ଟି ଆଇଡିର ଲୋକେସନ ଟ୍ରାକ କରିଛି କ୍ରାଇମବ୍ରାଞ୍ଚ ।
#Baleswar #Chandipur #DRDO #trap #honeytrap #facebook #Account #CrimeBranch #Odisha #ArgusNews