ମୋବାଇଲ୍ ନେଟଓ୍ବାର୍କ ନଥିଲେ ବା ନେଟଓ୍ବାର୍କ ଦୁର୍ବଳ ଥିଲେ କିମ୍ବା ଆଦୌଁ ଇଣ୍ଟରନେଟ୍ ସୁବିଧା ନଥିଲେ ଚିନ୍ତା ନାହିଁ । ଏସବୁ ସୁବିଧା ନଥିଲେ ବି ଆପଣ କରିପାରିବେ ଡିଜିଟାଲ କାରବାର । ଅଫ୍ ଲାଇନ୍ରେ କରିପାରିବା କିଣାବିକା । ଆପଣଙ୍କ ପାଇଁ ଏବେ ଏହି ସୁବିଧା ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍
#ReserveBank #MobileNetwork #NewRule #digital #ArgusNews