#ଡିଜେ_ବାଜୁଛି_ଅଜା_ନାଚୁଛନ୍ତି
ପୋଲିସ ବାବୁ ଟିକେ ପାଖେଇ ଯାଅ। ଆମ ଅଜା ଆସୁଛନ୍ତି। ଡିଜେ ବାଜୁଛି, ଅଜା ନାଚୁଛନ୍ତି। ଅଜା ଆମର ନାଚରେ ପୂରା ମସଗୁଲ। କି ନାଚ ମ। ଟିକେ ପାଖେଇ ଯାଅ ସବୁ । ତାଳରେ ତାଳ ଦେଇ ଅଜା ଆମର ନାଚି ଚାଲିଛନ୍ତି ।
#viralvideo #dance #djsong #Oldman #ArgusNews