#ଡ୍ରଗ୍ସ_ଦରିଆ_ଅପରେସନ୍
ଏନସିବି ମୁମ୍ବାଇ ଶାଖାର ଅଧୀକ୍ଷକ ବିଶ୍ବ ବିଜୟ ସିଂ ବଲିଉଡ ତାରକା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ପ୍ରଥମେ କ୍ରୁଜ୍ ଭିତରେ କବଜା କରିଥିଲେ । ଖାଲି ସେତିକି ନୁହେଁ ଏଘଟଣାର ଗିରଫଦାରୀ ତାଲିକାରେ ଆର୍ୟନଙ୍କ ନାଁ ସେ ନିଜେ ହିଁ ଯୋଡ଼ିଥିଲେ ।
#Mumbai #drugfree #drugpeddler #DrugsMafia #DrugsSmuggling #NCB #Goa #Raid #Arrest #Odisha #ArgusNews