ମୁହଁରେ ଶାନ୍ତି ଆଉ ସହଯୋଗର କଥା କହିଲେ ବି ଭିତରେ ଭାରତ ବିରୋଧି ସାଂଘାତିକ ପ୍ଲାନ୍ ତିଆରି କରି ଚାଲିଛି ବିସ୍ତାରବାଦୀ ଚୀନ୍ ା ଲଦାଖ୍ ସୀମାରେ ଭାରତୀୟ ଯବାନଙ୍କଠାରୁ ମୁହଁତୋଡ଼୍ ଜବାବ୍ ପାଉଥିବା ହତାଶ ଡ୍ରାଗନ୍ ଏବେ ତା’ର ଶାଗୁଣା ଦୃଷ୍ଟି ପକାଇଛି ଅରୁଣାଚଳ ପ୍ରଦେଶ ଉପରେ
#China #INDIA #BorderIssue #Odisha #ArgusNews