ବିବାଦୀୟ ତାମିଲ ଖ୍ରୀଷ୍ଟିଆନ ପାଦ୍ରୀ ଜର୍ଜ ପୋନେୟାଙ୍କୁ ଭେଟିବା ଓ ଏଭି ଭେଟ ସମୟରେ ପାଦ୍ରୀ ବିବାଦୀୟ ବକ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିବାଦ ଘେରକୁ ଆସି ଯାଇଛନ୍ତି । ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିବା ରାହୁଲ ଗାନ୍ଧୀ ଘୃଣା ସୃଷ୍ଟି କରୁଥିବା ଏଭଳି ଜଣେ ବିବାଦୀୟ ପାଦ୍ରୀକୁ ଭେଟିବା ଓ ଭେଟିବା ସମୟରେ ସେ ଏପରି ବକ୍ତବ୍ୟ ଦେବା କାରଣରୁ ବିଜେପି ରାହୁଲଙ୍କୁ ଟାର୍ଗେଟ କରିଛି ।
#Congress #christian #padri #Tamil #ArgusNews