ଏବେ ଭଙ୍ଗା ହେଲିକପ୍ଟର ଏବଂ ଟ୍ୟାଙ୍କ୍ ଗୁଡ଼ିକୁ ଦେଖି ଆମେରିକାକୁ ଗାଳି ଦେଉଛି ତାଲିବାନ୍ । ଆମେରିକା ତାଲିବାନକୁ ଧୋକା ଦେଇଛି ବୋଲି ନେତାମାନେ ଏବେ କହୁଛନ୍ତି । କାରଣ ଆମେରିକା କାବୁଲ ଛାଡ଼ିବା ପୂର୍ବରୁ ଅଧିକାଂଶ ଏୟାରକ୍ରଫ୍ଟ ଏବଂ ଟ୍ୟାଙ୍କଗୁଡ଼ିକୁ ଅଚଳ କରିଦେଇ ଚାଲିଯାଇଛି ଯାହା ଫଳରେ ତାହାକୁ ବ୍ୟବହାର କରିପାରୁନାହାଁନ୍ତି ତାଲିବାନ ଗୋଷ୍ଠି ।
#Afghanistan #Taliban #america #Chit #Odisha #ArgusNews