ତାଲିବାନର ବୁର୍ଖା ଆଦେଶ ନେଇ ମହିଳାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ । କାବୁଲ ସହରରେ ମହିଳା ମାନେ କଲେ ରାଜରାସ୍ତାକୁ ଆସି କଲେ ବିରୋଧ। ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ମହିଳା ମାନଙ୍କର ଉପରେ ଅତ୍ୟାଚାର ବଢିବାରେ ଲାଗିଛି ।
#Taliban #burqa #dissatisfaction #protest #women #Justice #Afghanistan #ArgusNews