#ତାଲିବାନ୍_ପାଇଁ_ପାକିସ୍ତାନର_ଓକିଲାତି
ତାଲିବାନକୁ ମାନ୍ୟତା ଦେବା ପାଇଁ ବିଶ୍ବ ସବୁଦାୟକୁ ଗୁହାରୀ କରୁଛନ୍ତି ପାକ୍ ବିଦେଶମନ୍ତ୍ରୀ । ଏଥିପାଇଁ ନିବେଦନ କରୁଛନ୍ତି ଛୋଟ ପଡ଼ୋଶୀ ଦେଶଗୁଡ଼ିକୁ । ତାଲିବାନକୁ ମାନ୍ୟତା ନଦେଲେ ପରିସ୍ଥିତି ବିଗିଡ଼ିଯିବାର ଚେତାବନୀ । ଭାରତର ଗୁରୁତ୍ବ ହ୍ରାସ ପାଇଁ ଚାଲ ଖେଳୁଛି ପାକିସ୍ତାନ ।
#Pakistan #advocating #Taliban #Afghanistan #National #ArgusNews