#ତାଲିବାନ_ଠାରୁ_ଡରି_ଗଲା_ପାକିସ୍ତାନ
ଆଫଗାନିସ୍ତାନର ଧମକ ଆଗରେ ମୂଣ୍ଡ ନୂଆଇଁବାକୁ ବାଧ୍ୟ ହେଲା ପାକିସ୍ତାନ । ତାଲିବାନ ଠାରୁ ଧମକ ପରେ ଡୁରାଣ୍ଡ ଲାଇନର ତାର ବାଡ କାମକୁ ରୋକିଲା । ସବୁ ଆଡୁ ହଟହଟା ହେଉଥିବା ପାକିସ୍ତାନ ପୁଣି ଥରେ ହଟହଟା ହୋଇଛି । ତାଲିବାନର ଧମକରେ ପାକିସ୍ତାନ ଚେପା ହୋଇ ଯାଇଥିବା ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି ।
#Pakistan #forced #Afghanistan #taliban #ATTACK #recaptured #doomsday #Odisha #ArgusNews