ଆଫଗାନିସ୍ତାନ ଉପରେ କବଜା କରିଥିବା ତାଲିବାନଙ୍କ ଭିତରେ ବର୍ତ୍ତମାନ ଆରମ୍ଭ ହୋଇଛି ଗୃହଯୁଦ୍ଧ। । ତାଲିବାନ-ହକ୍କାନୀ ନେଟଓ୍ଵର୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଫଳରେ ଗୁଳିମାଡରେ ତାଲିବାନ କୋ-ଫାଉଣ୍ଡର ମୁଲ୍ଲା ବରାଦର ଆହତ ହୋଇଥିବା ସୂଚନା ମିଳିଛି
#Taliban #Homewar #Afganistan #NationalNews #ArgusNews #Odisha