ବିଶ୍ୱର ଦ୍ରୁତତମ ତାଳି ମାରୁଥିବା ବ୍ୟକ୍ତି ହେଉଛନ୍ତି ଏଲି ବିଶପ୍ । ଏହି ଆମେରିକୀୟ କମ୍ପୋଜର୍ 1 ମିନିଟ୍ ରେ ସର୍ବାଧିକ ସଂଖ୍ୟକ ତାଲି ମାରି ଗିନିଜ୍ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛନ୍ତି । ଆମେରିକାରେ ନାଶ୍ ଭିଲ୍ଲେ ବାସିନ୍ଦା ଏଲି 1 ମିନିଟ୍ ରେ 1,103 ଥର ତାଳି ମାରି ବିଶ୍ୱ ରେକର୍ଡ ହାସଲ କରିଛନ୍ତି ।
#America #EliBishop #worldrecord #clapping #Odisha #ArgusNews