ସ୍ୱାମୀ ଆଉ ସ୍ତ୍ରୀ।ଏ ସମ୍ପର୍କ ଜନ୍ମଜନ୍ମର। ଏଥିରେ ନଥାଏ କିଛି ଭେଦ ଭାବ। ବିବାହ ବେଦିରେ ଉଭୟ ଉଭୟଙ୍କୁ କଥା ଦେଇଥାନ୍ତି ସାତଜନ୍ମର ସାଥୀ ହେବା ପାଇଁ। କେବଳ ଯେ ସ୍ୱାମୀ ହିଁ ସ୍ତ୍ରୀ ସବୁ ଇଚ୍ଛା ପୂରଣ କରିବ ତାହା ନୁହେଁ। ସ୍ତ୍ରୀ ବି ସ୍ୱାମୀଙ୍କର ସବୁ ଇଚ୍ଛାକୁ ପୂରଣ କରିପାରନ୍ତି।
#viralvideo #husband #wife #ArgusNews