#ଦିଦି_ମମତା_ଓ_ଟିଏମସି_ସରକାରକୁ_କୋଲକାତା_ହାଇକୋର୍ଟଙ୍କୁ_ଝଟକା
#ରାଜ୍ୟ_ପୋଲିସ_ହାତରୁ_ସିବିଆଇକୁ_ଯିବ_ପଶ୍ଚିମବଙ୍ଗ_ନିର୍ବାଚନ_ପରବର୍ତ୍ତୀ_ହିଂସାର_ତଦନ୍ତ_ଭାର ପଶ୍ଚିମବଙ୍ଗରେ ଦିଦି ମମତା ବାନାର୍ଜୀ ଏବଂ ତାଙ୍କ ନେତୃତ୍ବାଧିନ ଶାସକ ଟିଏମସିକୁ ବଡ଼ ଝଟକା । ଗତ ବିଧାନସଭା ସାଧାରଣ ନିର୍ବାଚନରେ କ୍ଷମତା ହାତେଇବାକୁ ଯାଇ ରାଜ୍ୟବ୍ୟାପି ଟିଏମ୍ସି ଯେଉଁ ହିଂସା ଆଉ ରକ୍ତପାତ ଚଳେଇଥିଲା ଏବେ ତା’ର ତଦନ୍ତଭାର ଗ୍ରହଣ କରିବ ସିବିଆଇ ଏବଂ ଏସଆଇଟି ।
#ArgusNews #Odisha #WestBengal #election Mamtabanarjee #TMC #CBI #SIT