#ଦିନରେ_ତିନି_ଥର_ରଙ୍ଗ_ବଦଳାଏ_ଏହି_ଶିବଲିଙ୍ଗ
#ପୂରଣ_ହୁଏ_ଭକ୍ତଙ୍କ_ସବୁ_ମନୋକାମନା
ଏଠି ଦେବ ଦେବ ଦେବ ମହାଦେବଙ୍କ ରଙ୍ଗ ବଦଳେ । ଦିନରେ ତିନି ଥର ବଦଳି ଯାଏ ଶିବଲିଙ୍ଗର ରଙ୍ଗ । ଭୋଳା ବାବାଙ୍କ ଭକ୍ତ ନିଶ୍ଚିତ ଜାଣିବାକୁ ଚାହିଁବେ, ଏପରି ଶିବଲିଙ୍ଗ ଅଛି କେଉଁଠି । ରାଜସ୍ଥାନର ରାଜେଶ୍ୱର ମନ୍ଦିରରେ ପୂଜା ପାଉଛନ୍ତି ଏହି ଦୁର୍ଲଭ ଶିବଲିଙ୍ଗ । ୮୫୦ ବର୍ଷରୁ ଅଧିକ ପୁରୁଣା ଏହି ଶୈବ ପୀଠ ।
#rajasthan #rajeshwartemple #850oldtemple #Odisha #ArgusNews